অর্থ : ଜନ୍ମ ଓ ମରଣର ବନ୍ଧନରୁ ଜୀବର ମୁକ୍ତି ହେବାର ଅବସ୍ଥା
উদাহরণ :
ସାଧୁ ଲୋକଙ୍କର ମୋକ୍ଷ ପ୍ରାପ୍ତି ଘଟେ
সমার্থক : ଅମରପଦ, କୈବଲ୍ୟ, ନିର୍ବାଣ, ନିଷ୍କୃତି, ମୋକ୍ଷ, ମୋଚନ
অন্যান্য ভাষায় অনুবাদ :
जीव की जन्म और मरण के बंधन से छूट जाने की अवस्था।
सच्चे लोगों को मोक्ष की प्राप्ति होती है।(Hinduism and Buddhism) the beatitude that transcends the cycle of reincarnation. Characterized by the extinction of desire and suffering and individual consciousness.
enlightenment, nirvanaঅর্থ : ମୃତ୍ୟୁର ଫଳସ୍ବରୂପ ସାଂସାରିକ କଷ୍ଟଭୋଗର ସମାପ୍ତି ଅଥବା ଏଥିରୁ ମିଳୁଥିବା ମୁକ୍ତି
উদাহরণ :
କ୍ଷୀଣରୋଗରେ ପୀଡିତ ଜୀବନରୁ ସେ ଦିନରାତି ମୁକ୍ତି କାମନା କରୁଛି
অন্যান্য ভাষায় অনুবাদ :
The act of reducing something unpleasant (as pain or annoyance).
He asked the nurse for relief from the constant pain.অর্থ : ଦାୟିତ୍ବ, ଦେଣା ଆଦିରୁ ମୁକୁଳିବାର ଅବସ୍ଥା ବା ଭାବ
উদাহরণ :
ଅତିରିକ୍ତ କରଜରୁ ମୁକୁଳିବା ପାଇଁ ଘର ବିକିବା ଛଡା ଅନ୍ୟ ଗତିନାହିଁ
সমার্থক : ନିବୃତ୍ତି
অন্যান্য ভাষায় অনুবাদ :
অর্থ : ଧନ ଦେଇ ଖଲାସ କରିବା ବା ବନ୍ଧନମୁକ୍ତ କରିବାର କ୍ରିୟା
উদাহরণ :
ଧନ ନେଇବି ତାଙ୍କର ଏ ପର୍ଯ୍ୟନ୍ତ ବନ୍ଧନ ମୁକ୍ତି ହୋଇନାହିଁ
সমার্থক : ବନ୍ଧନ ମୁକ୍ତି
অন্যান্য ভাষায় অনুবাদ :
धन देकर छुड़ाने या बंधनमुक्त करने या कराने की क्रिया।
उनका फिरौती का वादा झूठा था।The act of freeing from captivity or punishment.
ransomঅর্থ : କଷ୍ଟ ବା ବିପତ୍ତିଆଦିରୁ ବଞ୍ଚାଇବା ବା ଉଦ୍ଧାରିବା କାମ
উদাহরণ :
ଏକମାତ୍ର ଈଶ୍ୱର ହିଁ ଆମ ସମସ୍ତଙ୍କର ଉଦ୍ଧାର କରିବାବାଲା
সমার্থক : ଉଦ୍ଧାର, ତାରଣ, ନିସ୍ତାର, ରକ୍ଷା
অন্যান্য ভাষায় অনুবাদ :
Recovery or preservation from loss or danger.
Work is the deliverance of mankind.অর্থ : କୌଣସି ପ୍ରକାର ଜଂଜାଳ, ବନ୍ଧନ, ଝଂଝଟ ଇତ୍ୟାଦିରୁ ମୁକ୍ତ ହେବାର କ୍ରିୟା
উদাহরণ :
କୌଣସି ପ୍ରକାର ବନ୍ଧନରୁ ମୁକ୍ତି ହେବାର ଆଶା ସମସ୍ତଙ୍କର ଥାଏ
সমার্থক : ନିବୃତ୍ତି, ବନ୍ଧନ ମୁକ୍ତ, ବିମୁକ୍ତି
অন্যান্য ভাষায় অনুবাদ :
किसी प्रकार के जंजाल, झंझट, पाश, बंधन आदि से मुक्त होने की क्रिया।
किसी भी प्रकार के बंधन से मुक्ति की आकांक्षा हर एक की होती है।