অর্থ : କାହାରି ଉପରେ ମିଥ୍ୟାରେ ଲଗାଯାଇଥିବା ଆରୋପ
উদাহরণ :
ହାବିଲଦାର ଅଜିତସିଂହଙ୍କ ଉପରେ ଲାଞ୍ଚ ନେବାର ମିଥ୍ୟାଭିଯୋଗ ଲାଗିଛି
সমার্থক : ମିଥ୍ୟାଭିଯୋଗ
অন্যান্য ভাষায় অনুবাদ :
किसी पर झूठ-मूठ लगाया हुआ आरोप।
हवलदार अजितसिंह पर घूस लेने का मिथ्याभियोग लगा है।