অর্থ : କୌଣସି ବସ୍ତୁ,କାର୍ଯ୍ୟ ଆଦିକୁ କରିବା ନିମନ୍ତେ ପ୍ରଥମରୁ ତିଆରି କରା ଯାଇଥିବା ତାର ଅମୂର୍ତ୍ତ ବା ମୂର୍ତ୍ତ ରୂପ
উদাহরণ :
ଆମକୁ ପ୍ରଥମେ ନିଜ କାର୍ଯ୍ୟ ଯୋଜନାର ନକ୍ସା ତିଆରି କରିବାକୁ ହେବ
সমার্থক : ନକ୍ସା
অন্যান্য ভাষায় অনুবাদ :
অর্থ : ପୃଥିବୀ ବା ଆକାଶର କୌଣସି ଭାଗର, ସ୍ଥିତି ଅନୁସାରେ ତିଆରି ହୋଇଥିବା ଯେଉଁଚିତ୍ରରେ ଦେଶ, ନଗର, ନଦୀ, ପାହାଡ଼ ଆଦି ଦର୍ଶାଯାଇଥାଏ
উদাহরণ :
ଏହା ଭାରତର ରାଜନୈତିକ ମାନଚିତ୍ର
অন্যান্য ভাষায় অনুবাদ :
A diagrammatic representation of the earth's surface (or part of it).
map