অর্থ : ଅଙ୍କଗୁଡ଼ିକର ସ୍ଥାନ ଗଣତିରେ ଏକକସ୍ଥାନରୁ ଗଣିଲେ ବିଂଶ ସ୍ଥାନରେ ଯେଉଁଠି ମହାଶଙ୍ଖରେ ଗୁଣିତ ହେବା ବୋଧ ହୁଏ
উদাহরণ :
ଏକ ମହାଶଙ୍ଖ ତିନିରେ ମହାଶଙ୍ଖ ସ୍ଥାନରେ ଏକ ଓ ଏକକ ସ୍ଥାନରେ ତିନି ଅଛି
সমার্থক : ମହାଶଂଖ
অন্যান্য ভাষায় অনুবাদ :
अंकों के स्थानों की गिनती में इकाई की ओर से गिनने पर बीसवाँ स्थान जिसमें महाशंख गुणित का बोध होता है।
एक महाशंख तीन में एक महाशंख के स्थान पर और तीन इकाई के स्थान पर है।অর্থ : ଏକରେ ଉଣେଇଶଟି ଶୂନ ଲଗାଇଲେ ମିଳୁଥିବା ସଂଖ୍ୟା
উদাহরণ :
ଶହେ ଶଙ୍ଖ ସହିତ ଗୋଟିଏ ମହାଶଙ୍ଖ ସମାନ ହୁଏ
অন্যান্য ভাষায় অনুবাদ :