অর্থ : ପଇସା ଦେବାନେବା କରିବା ବ୍ୟକ୍ତି
উদাহরণ :
ମତେ ସାହୁକାରର ଋଣ ଶୁଝିବାକୁ ହେବ
অন্যান্য ভাষায় অনুবাদ :
অর্থ : ଯାହାର କିଛି ଧନ ବା ପାଉଣା କାହାର ଜିମାରେ ରହିଛି
উদাহরণ :
ମୋତେ ମହାଜନର କରଜ ପରିଶୋଧ କରିବାକୁ ହେବ
অন্যান্য ভাষায় অনুবাদ :
অর্থ : ଯେ ଋଣ ପ୍ରଦାନ କରେ
উদাহরণ :
ଏହି ଗାଁର ଲୋକେ ମୋହନ ଠାରୁ କରଜ ନିଅନ୍ତି,କାରଣ ସେ ଜଣେ କରଜଦାତା
অন্যান্য ভাষায় অনুবাদ :