অর্থ : ରାଜଦରବାରରେ ପରାମର୍ଶ ଦେବା ବ୍ୟକ୍ତି
উদাহরণ :
ବିରବଲ ଆକବରଙ୍କ ମନ୍ତ୍ରୀ ଥିଲେ
অন্যান্য ভাষায় অনুবাদ :
An expert who gives advice.
An adviser helped students select their courses.অর্থ : ଯେଉଁ ପ୍ରଧାନ ଅଧିକାରୀଙ୍କ ପରାମର୍ଶରେ ରାଜ୍ୟ ବା ଦେଶ କିମ୍ବା ରାଜ୍ୟ ବା ଦେଶର କୌଣସି ବିଭାଗରେ ସବୁ କାମ ହୋଇଥାଏ
উদাহরণ :
ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଜଣେ ମଂତ୍ରୀ କରିବେ
সমার্থক : ମିନିଷ୍ଟର
অন্যান্য ভাষায় অনুবাদ :
A person appointed to a high office in the government.
Minister of Finance.