অর্থ : ମଜୁରିଆକୁ ମିଳୁଥିବା ମଜୁରି
উদাহরণ :
ମଜୁରିଆ କୃଷକ ପାଖରୁ ମଜୁରି ନେବାକୁ ଆସିଛି
সমার্থক : ପାରିଶ୍ରମିକ, ମୂଲ
অন্যান্য ভাষায় অনুবাদ :
Something that remunerates.
Wages were paid by check.অর্থ : ମୂଲିଆ କାମ
উদাহরণ :
ଚିଖୁରୀ ମଜୁରି ଲାଗି ତା ପରିବାର ଭରଣ ପୋଷଣ କରୁଛି
সমার্থক : ମୂଲ
অন্যান্য ভাষায় অনুবাদ :
অর্থ : ମଜୁରିଆକୁ ମିଳୁଥିବା ପାରିଶ୍ରମିକ
উদাহরণ :
ସେ ପ୍ରତିଦିନ ଶହେ ଟଙ୍କା ମଜୁରି ନିଏ
সমার্থক : ପାରିଶ୍ରମିକ, ମୂଲ
অন্যান্য ভাষায় অনুবাদ :
Something that remunerates.
Wages were paid by check.অর্থ : କେହିକିଛି ପରିଶ୍ରମ କଲେ ତା ବଦଳରେ ବା ପାରିତୋଷିକ ରୂପେ ଯେଉଁ ଧନ ଦିଆଯାଏ
উদাহরণ :
ଉଚିତ୍ ପାରିଶ୍ରମିକ ନ ମିଳିବା କାରଣରୁ ଶ୍ରମିକମାନେ ହରତାଳ କରିଦେଲେ
সমার্থক : ପାରିଶ୍ରମିକ, ମୂଲ୍ୟ, ଶ୍ରମମୂଲ୍ୟ
অন্যান্য ভাষায় অনুবাদ :
वह धन जो किसी को कुछ परिश्रम करने पर उसके बदले या पारितोषिक आदि के रूप में दिया जाता है।
उचित पारिश्रमिक न मिलने के कारण श्रमिकों ने हड़ताल कर दी।Compensation received by virtue of holding an office or having employment (usually in the form of wages or fees).
A clause in the U.S. constitution prevents sitting legislators from receiving emoluments from their own votes.