অর্থ : ପରର ହିତ ଇଛା କରୁଥିବା ବ୍ୟକ୍ତି
উদাহরণ :
ଶୁଭାକାଂକ୍ଷୀଙ୍କ ଯୋଗୁଁ ସେ କ୍ଷତିରୁ ରକ୍ଷା ପାଇଗଲା
সমার্থক : ପରହିତୈଷୀ, ଶୁଭଚିନ୍ତକ, ଶୁଭାକାଂକ୍ଷୀ, ଶୁଭେଚ୍ଛୁ
অন্যান্য ভাষায় অনুবাদ :
Someone who shares your feelings or opinions and hopes that you will be successful.
sympathiser, sympathizer, well-wisher