অর্থ : ଶିଳର ଯେଉଁ ଉପର ଭାଗରେ ବଟା ହୋଇଥିବା ବସ୍ତୁ ଆଦି ରଖାଯାଏ
উদাহরণ :
ସେ ଶିଳରେ ହଳଦୀ ବାଟିବା ଶିଳପୁଆକୁ ଧୋଇ ଶିଳମୁଣ୍ଡି ଉପରେ ରଖିଦେଲା
অন্যান্য ভাষায় অনুবাদ :
অর্থ : ନୌକାର ଆଗକୁ ଉଠିଥିବା କୋଣ
উদাহরণ :
ନୌକାର ଆର ମୁଣ୍ଡରେ ବସିଥିବା ବାଳକ ଡରିଯାଇ ମଙ୍ଗକୁ ଧରିପକାଇଲା
অন্যান্য ভাষায় অনুবাদ :