সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : କୌଣସି ଏକ ନିର୍ଦ୍ଦିଷ୍ଟ ସମୟରୁ ଅନ୍ୟ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେଥିବା କାଳ ବା ସମୟ
উদাহরণ : ଆମକୁ ଚାରି ଘଣ୍ଟା ଭିତରେ ଏହି କାମ ପୂରା କରିବାକୁ ହେବ
সমার্থক : ଅବଧି, ମିଆଦ, ସୀମା
অন্যান্য ভাষায় অনুবাদ :हिन्दी English
किसी एक नियत समय से दूसरे नियत समय तक के बीच का काल।
An amount of time.
অর্থ : କୌଣସି ବସ୍ତୁର ତଳେ
উদাহরণ : ତଳେ ସ୍ୱେଟର ପିନ୍ଧିଲାପରେ ମଧ୍ୟ କୋଟ ଢିଲା ଦିଶିଲା
সমার্থক : ତଳେ
অন্যান্য ভাষায় অনুবাদ :हिन्दी
किसी वस्तु आदि के नीचे।
অর্থ : କୌଣସି ନିଶ୍ଚିତ ସମୟ, ସ୍ଥାନ, ସୀମାଆଦି ଭିତରେ
উদাহরণ : ମୁଁ ଦୁଇ ଘଣ୍ଟା ମଧ୍ୟରେ ଆସିଯିବି
সমার্থক : ମଧ୍ୟରେ
ইনস্টল