অর্থ : ଖାଲି ଆସନ,ପଦ ଆଦିରେ କାହାରିକୁ ବସାଇ ବା ନିଯୁକ୍ତ କରି ସ୍ଥାନ ପୂରଣ କରିବା
উদাহরণ :
ମନ୍ତ୍ରୀ ମହୋଦୟ ସାରା ବିଭାଗ ନିଜ ଭାଇ-ବନ୍ଧୁମାନଙ୍କ ଦ୍ବାରା ଭରି ଦେଇଛନ୍ତି
অর্থ : ଭଣ୍ଡାରରେ ରଖିବା
উদাহরণ :
ସେ ଧାନକୁ କୋଠିରେ ଭରିଲେ
সমার্থক : ଗଚ୍ଛିତ କରିବା, ରଖିବା
অন্যান্য ভাষায় অনুবাদ :
Keep or lay aside for future use.
Store grain for the winter.অর্থ : ଭରିବାକାମ ଅନ୍ୟ କାହାଦ୍ୱାରା କରାଇବା
উদাহরণ :
କୃଷକ ତା ସ୍ତ୍ରୀଦ୍ୱାରା ମୁଣିରେ ଧାନ ପୂରାଉଛି
সমার্থক : ପୂରାଇବା, ପୂର୍ଣ୍ଣକରିବା, ବୋଝେଇକରିବା, ଭର୍ତ୍ତିକରିବା
অন্যান্য ভাষায় অনুবাদ :
অর্থ : ଖାଲିସ୍ଥାନକୁ ପୂର୍ଣ୍ଣ କରିବାପାଇଁ ସେଥିରେ କିଛି ବସ୍ତୁଆଦି ରଖିବା
উদাহরণ :
ଶ୍ରମିକଟି ରାସ୍ତାକଡ଼ର ଗାତଟିକୁ ଭରୁଛି
সমার্থক : ପୂର୍ଣ୍ଣ କରିବା
অন্যান্য ভাষায় অনুবাদ :
खाली जगह को पूर्ण करने के लिए उसमें कोई वस्तु आदि डालना।
मजदूर सड़क के किनारे का गड्ढा भर रहा है।