অর্থ : ଖୁବ୍ ବୁଲୁଥିବା କାଠଆଦିର ଗୋଟିଏ ଗୋଲ ଛୋଟ ଖେଳନା
উদাহরণ :
ପିଲାଟି ଚକ୍ରି ବୁଲାଉଥିଲା
অন্যান্য ভাষায় অনুবাদ :
A toy consisting of vanes of colored paper or plastic that is pinned to a stick and spins when it is pointed into the wind.
pinwheel, pinwheel wind collectorঅর্থ : ଯେଉଁ ଅବସ୍ଥାରେ କେହି ଫାନ୍ଦରେ ପଡ଼ି ଯାଏ ବା ପାଣିରେ ହେଉଥିବା ଭଉଁରୀର ଲାକ୍ଷଣିକ ପ୍ରୟୋଗ
উদাহরণ :
ପଇସା ଚକ୍କରରେ ପ୍ରତ୍ୟେକ ବ୍ୟକ୍ତି ଫସି ଯାଇଛନ୍ତି
অন্যান্য ভাষায় অনুবাদ :
অর্থ : ଗାଲରେ ହେଉଥିବା ଗର୍ତ୍ତ(ବିଶେଷକରି ହସିବା ବା କିଛି କହିବା ବେଳେ)
উদাহরণ :
ପ୍ରୀତି ଜିଣ୍ଟାର ଡିମ୍ପଲ ସୁନ୍ଦର ଲାଗେ
সমার্থক : ଡିମ୍ପଲ
অন্যান্য ভাষায় অনুবাদ :
অর্থ : ଜଳପ୍ରବାହର ଯେଉଁ ସ୍ଥାନରେ ଜଳ ଗୋଟିଏ କେନ୍ଦ୍ରରେ ଚକ୍କର ଖାଇ ବୁଲୁଥାଏ
উদাহরণ :
ସେ ନଈରେ ଗାଧୋଉଥିବା ସମୟରେ ଭଉଁରୀରେ ପଡ଼ି ବୁଡ଼ିଗଲା
অন্যান্য ভাষায় অনুবাদ :