অর্থ : ବିଚାରାଳୟରେ ମୋକଦ୍ଦମାରେ ସାକ୍ଷୀ, ଜେରା ଆଦି ପରେ ଓକିଲଙ୍କ ମଧ୍ୟରେ ହେଉଥିବା ତର୍କବିତର୍କପୂର୍ଣ୍ଣ ବକ୍ତବ୍ୟ
উদাহরণ :
ସରକାରୀ ଓକିଲଙ୍କ କଥାକଟାକଟି ନ୍ୟାୟାଳୟକୁ ଚକିତ କରିଦେଲା
সমার্থক : କଥାକଟାକଟି
অন্যান্য ভাষায় অনুবাদ :
न्यायालय में मुक़दमें में गवाहियों, जिरहों आदि के उपरांत वक़ीलों का होने वाला तर्क-वितर्क पूर्ण वक्तव्य।
सरकारी वक़ील की बहस ने न्यायालय को चकित कर दिया।অর্থ : ବିସ୍ତୃତ ଭାବେ କୁହା ବା ଲେଖା ଯାଉଥିବା ଘଟଣା
উদাহরণ :
ରାମଚରିତମାନସ ତୁଳସୀଦାସ କୃତ ଏକ ଶ୍ରେଷ୍ଠ ବର୍ଣ୍ଣନ
সমার্থক : ଆଖ୍ୟାନ, ଚିତ୍ରଣ, ବଖାଣ, ବର୍ଣ୍ଣନ, ବୃତ୍ତାନ୍ତ
অন্যান্য ভাষায় অনুবাদ :
A graphic or vivid verbal description.
Too often the narrative was interrupted by long word pictures.অর্থ : ଅଦାଲତ ଆଗରେ ଦିଆ ଯାଉଥିବା ବା ଦିଆଯାଇଥିବା ବୟାନ
উদাহরণ :
ଅପରାଧୀର ବୟାନ ଏବଂ ସାକ୍ଷୀମାନଙ୍କ ବୟାନ ମଧ୍ୟରେ କିଛି ତାଳମେଳ ନଥିଲା
অন্যান্য ভাষায় অনুবাদ :
(law) unsworn statement that can be admitted in evidence in a legal transaction.
His declaration of innocence.