অর্থ : ମାଛ ଧରିବାପାଇଁ ଏକ ବହୁତ ବଡ଼ ଜାଲ
উদাহরণ :
ମାଛଧରାଳିମାନେ ବଡ଼ଜାଲରେ ନଦୀରୁ ମାଛ ଧରୁଛନ୍ତି
সমার্থক : ଜଂଜାଲ
অন্যান্য ভাষায় অনুবাদ :
অর্থ : ଏକ ପ୍ରକାର ବଡ଼ ଜାଲ
উদাহরণ :
ମାଛ ଧରିବାପାଇଁ ବଡ଼ଜାଲ ବ୍ୟବହାର କରାଯାଏ
সমার্থক : ବଡ଼ ଆଖିଆ ଜାଲ
অন্যান্য ভাষায় অনুবাদ :