অর্থ : ଯେଉଁ ସରଳ ରେଖା କୌଣସି ବୃତ୍ତର ଗୋଲାକାର କ୍ଷେତ୍ରର ଠିକ ମଧ୍ୟଦେଇ ଯାଇଥାଏ ଓ ଯାହାର ଦୁଇଟି ମୁଣ୍ଡ ବୃତ୍ତର ପରିଧିସହ ମିଳିତ ହୋଇଥାଏ
উদাহরণ :
ଏହି ବୃତ୍ତର ବ୍ୟାସ ନିର୍ଣ୍ଣୟ କର
সমার্থক : ଡାୟାମିଟର
অন্যান্য ভাষায় অনুবাদ :
A straight line connecting the center of a circle with two points on its perimeter (or the center of a sphere with two points on its surface).
diameterঅর্থ : ଉତ୍ତର ଭାରତର ଏକ ନଦୀ
উদাহরণ :
ବ୍ୟାସ ନଦୀ ହିମାଳୟରୁ ବାହାରି ଆରବ ଉପସାଗରରେ ଯାଇ ମିଶିଅଛି
সমার্থক : ବ୍ୟାସ ନଦୀ
অন্যান্য ভাষায় অনুবাদ :
অর্থ : ବେଦଗୁଡ଼ିକର ସଂଗ୍ରହ ଏବଂ ସମ୍ପାଦନା କରିଥିବା ଜଣେ ବଡ଼ ଏବଂ ଶ୍ରେଷ୍ଠଋଷି
উদাহরণ :
ବେଦବ୍ୟାସ ମହାଭାରତକୁ ଲେଖନୀବଦ୍ଧ କରିବାପାଇଁ ଭଗବାନ ଗଣେଶଙ୍କୁ ଆମନ୍ତ୍ରିତ କରିଥିଲେ
সমার্থক : କୃଷ୍ଣ ଦୌପାୟନ, ବାଦରାୟଣ, ବେଦବ୍ୟାସ, ବ୍ୟାସଦେବ
অন্যান্য ভাষায় অনুবাদ :
A mentor in spiritual and philosophical topics who is renowned for profound wisdom.
sage