অর্থ : ବ୍ୟାପ୍ତ ହେବାର ଅବସ୍ଥା ବା ଭାବ
উদাহরণ :
ବେଦ, ଉପନିଷଦ ଆଦି ଈଶ୍ୱରଙ୍କ ସର୍ବବ୍ୟାପକତାକୁ ଅଧିକ ଦୃଢ଼ କରେ
সমার্থক : ସର୍ବବ୍ୟାପକତା
অন্যান্য ভাষায় অনুবাদ :
অর্থ : ବ୍ରହ୍ମଚର୍ଯ୍ୟ ନଷ୍ଟ
উদাহরণ :
ସେ ବ୍ୟାପ୍ତିକୁ ସହି ନପାରି ଆଶ୍ରମ ଛାଡି ଚାଲିଗଲେ
অন্যান্য ভাষায় অনুবাদ :