অর্থ : ଉଦ୍ଦେଶ୍ୟର ଅଭାବ
উদাহরণ :
ଉଦ୍ଦେଶ୍ୟହୀନ ଜୀବନ ନିର୍ବାହ କରିବା କେଡ଼େ କଠିନ
সমার্থক : ଅକାରଣ, ଅନାବଶ୍ୟକ, ଉଦ୍ଦେଶ୍ୟହୀନ, ନିରର୍ଥକ, ନିଷ୍ପ୍ରୟୋଜନ, ପ୍ରୟୋଜନହୀନ
অর্থ : ଯାହା କଲେ ଲାଭ ହୁଏନାହିଁ
উদাহরণ :
ବେକାର କାମ କରିବା କେବଳ ମୂର୍ଖତା ହିଁ ହେବ
অন্যান্য ভাষায় অনুবাদ :
Having no beneficial use or incapable of functioning usefully.
A kitchen full of useless gadgets.অর্থ : ଯାହା ଉପଯୋଗୀ ନୁହେଁ ବା କୌଣସି ବ୍ୟବହାରରେ ଆସେ ନାହିଁ
উদাহরণ :
ଏହା ଆପଣଙ୍କପାଇଁ ଅନୁପଯୋଗୀ ବସ୍ତୁ ଅନୁପଯୋଗୀ କଥାରେ ସମୟ ନଷ୍ଟ କରନାହିଁ
সমার্থক : ଅକାରଣ, ଅନାବଶ୍ୟକ, ଅନୁପଯୋଗୀ, ଉପଯୋଗହୀନ, ନିରର୍ଥକ, ଫାଲତୁ, ବେକାର
অন্যান্য ভাষায় অনুবাদ :
जो उपयोगी न हो या किसी उपयोग में न आए।
यह आपके लिए अनुपयोगी वस्तु है।Having no beneficial use or incapable of functioning usefully.
A kitchen full of useless gadgets.অর্থ : ଯାହାର କୌଣସି ଫଳ ବା ପରିଣାମ ନାହିଁ
উদাহরণ :
ମୁଁ ତାକୁ ବୁଝେଇବାରେ ନିଷ୍ଫଳ ହେଲି
সমার্থক : ଅସିଦ୍ଧ, ନିରର୍ଥକ, ନିଷ୍ଫଳ, ବିଫଳ
অন্যান্য ভাষায় অনুবাদ :
Not successful. Having failed or having an unfavorable outcome.
unsuccessful