অর্থ : ଏକ ପୌରାଣିକ ନଦୀ
উদাহরণ :
ବ୍ରାହ୍ମଣୀଙ୍କ ବର୍ଣ୍ଣନା ମହାଭାରତରେ ମିଳେ
অন্যান্য ভাষায় অনুবাদ :
অর্থ : ବ୍ରାହ୍ମଣ ଜାତିର ସ୍ତ୍ରୀ
উদাহরণ :
ସୀତା ଜଣେ ବ୍ରାହ୍ମଣୀ
সমার্থক : ବାହ୍ମୁଣିଆଣୀ, ବାହ୍ମୁଣୀ
অন্যান্য ভাষায় অনুবাদ :
অর্থ : ଏକ ଭାରତୀୟ ନଦୀ
উদাহরণ :
ବ୍ରାହ୍ମଣୀ ନଦୀ ଓଡ଼ିଶା, ବିହାର ଆଦି ରାଜ୍ୟରେ ପ୍ରବାହିତ ହେଉଛି
সমার্থক : ବ୍ରାହ୍ମଣୀ ନଦୀ
অন্যান্য ভাষায় অনুবাদ :
एक भारतीय नदी।
ब्राह्मणी उड़ीसा, बिहार आदि में बहती है।অর্থ : ବ୍ରାହ୍ମଣର ସ୍ତ୍ରୀ
উদাহরণ :
ବ୍ରାହ୍ମଣ ସହିତ ବ୍ରାହ୍ମଣୀ ମନ୍ଦିରରେ ପୂଜା କରୁଛି
সমার্থক : ବାହ୍ମୁଣିଆଣୀ, ବାହ୍ମୁଣୀ
অন্যান্য ভাষায় অনুবাদ :
অর্থ : ଏକ ପ୍ରକାର ଚିଲ
উদাহরণ :
ବ୍ରାହ୍ମଣୀ ଚିଲ ଭାରତୀୟ ଜଙ୍ଗଲରେ ଦେଖିବାକୁ ମିଳେ
সমার্থক : ବ୍ରାହ୍ମଣୀ ଚିଲ
অন্যান্য ভাষায় অনুবাদ :
एक प्रकार की चील।
ब्राह्मणी चील भारतीय जंगलों में पाई जाती है।