অর্থ : କୌଣସି କାମ କରିବାପାଇଁ ନିଆଯାଇଥିବା ଦୃଢ଼ ନିର୍ଣ୍ଣୟ ବା ନିଷ୍ପତ୍ତି
উদাহরণ :
ଛାତ୍ରଟି ଚୋରି ନ କରିବାପାଇଁ ସଂକଳ୍ପ ନେଇଛି
সমার্থক : ଦୃଢ଼ ନିର୍ଣ୍ଣୟ, ନିଷ୍ପତି, ସଂକଳ୍ପ
অন্যান্য ভাষায় অনুবাদ :
कोई कार्य करने के लिए लिया गया दृढ़ निर्णय या निश्चय।
छात्र ने चोरी न करने का संकल्प लिया।অর্থ : ପୁଣ୍ୟ ବା ଧାର୍ମିକ ଅନୁଷ୍ଠାନପାଇଁ ନିୟମପୂର୍ବକ ରହି କିଛି ଧାର୍ମିକ କୃତ୍ୟ, ଉପବାସ ଆଦି କରିବା ପ୍ରକ୍ରିୟା
উদাহরণ :
ସେ ପ୍ରତି ଶନିବାର ଦିନ ହନୁମାନଙ୍କ ବ୍ରତ ପାଳନ କରନ୍ତି
সমার্থক : ଓଷା
অন্যান্য ভাষায় অনুবাদ :
पुण्य या धार्मिक अनुष्ठान के लिए नियमपूर्वक रहकर कुछ धार्मिक कृत्य, उपवास आदि करने की क्रिया।
वह प्रत्येक शनिवार को हनुमानजी का व्रत रखता है।A solemn pledge (to oneself or to another or to a deity) to do something or to behave in a certain manner.
They took vows of poverty.অর্থ : କୌଣସି କାର୍ଯ୍ୟ ସିଦ୍ଧକରିବାପାଇଁ କରାଯାଉଥିବା କଠିନ ପରିଶ୍ରମ
উদাহরণ :
ଅର୍ଜୁନଙ୍କ ସାଧନା ତାଙ୍କୁ ଜଣେ ବଡ଼ ଧନୁର୍ଦ୍ଧର କରିଥିଲ
সমার্থক : ଅଧ୍ୟବସାୟ, ଅଭ୍ୟାସ, ତପସ୍ୟା, ତାଲିମ୍, ପ୍ରଯତ୍ନ, ବିହିତ ପ୍ରକ୍ରିୟା, ସାଧନା
অন্যান্য ভাষায় অনুবাদ :
Persevering determination to perform a task.
His diligence won him quick promotions.