অর্থ : ଗାଈ, ବଳଦ ଆଦିଙ୍କ ଗଳାରେ ହେଉଥିବା ଗୋଟିଏ ରୋଗ
উদাহরণ :
ଏହି ବଳଦକୁ ବେଙ୍ଗା ହୋଇଛି
অন্যান্য ভাষায় অনুবাদ :
অর্থ : ଯେଉଁ ରୋଗରେ ପଶୁଙ୍କର ଗଳା ଫୁଲିଯାଏ
উদাহরণ :
ବଳଦ ବେଙ୍ଗା ରୋଗରେ ଆକ୍ରାନ୍ତ ହେଉଛି
সমার্থক : ବେଙ୍ଗା ରୋଗ
অন্যান্য ভাষায় অনুবাদ :
অর্থ : ପଶୁଙ୍କୁ ହେଉଥିବା ଗୋଟିଏ ରୋଗ
উদাহরণ :
ବେଙ୍ଗାରେ ପଶୁର ଗଳା ଫୁଲିଯାଏ
অন্যান্য ভাষায় অনুবাদ :
অর্থ : ବଳଦର ନାକ ଫୁଲି ଯିବା ବା ଶୋଥ ହେବାର ଏକ ରୋଗ
উদাহরণ :
ଆପଣଙ୍କ ବଳଦ ବେଙ୍ଗା ରୋଗରେ ପୀଡ଼ିତ ବୋଲି ପଶୁ ଚିକିତ୍ସକ କହିଲେ
অন্যান্য ভাষায় অনুবাদ :
बैल का नाक फूल जाने या सूज जाने का एक रोग।
पशु चिकित्सक ने बताया कि आपका बैल नकड़े से पीड़ित है।অর্থ : ପଶୁଗୁଡ଼ିକଙ୍କର ଫୁସଫୁସରେ ହେଉଥିବା ଏକ ରୋଗ
উদাহরণ :
ରାମୁର ବଳଦ ବେଙ୍ଗାରେ ପୀଡ଼ିତ
অন্যান্য ভাষায় অনুবাদ :