অর্থ : ପରିମାଣରେ ଅଧିକ କରିବା
উদাহরণ :
ସେ ଭୋଜନର ପରିମାଣ ବଢ଼ାଇଦେଇଛି
সমার্থক : ଅଧିକ କରାଇବା, ବର୍ଦ୍ଧିତ କରାଇବା, ବଢ଼ାଇବା
অন্যান্য ভাষায় অনুবাদ :
অর্থ : ବଢ଼ାଇବା କାମ ଅନ୍ୟ କାହାଦ୍ୱାରା କରାଇବା
উদাহরণ :
ରହିମ ଠିକାଦାରକୁ କହି ତା ଘରେ ଏକ କୋଠରି ବଢ଼ାଇଲା
সমার্থক : ପ୍ରସାରିତ କରାଇବା, ବର୍ଦ୍ଧିତ କରାଇବା, ବଢ଼ାଇବା
অন্যান্য ভাষায় অনুবাদ :