অর্থ : ବିକଶିତ ହେବାର ପ୍ରକ୍ରିୟା ବା ଭାବ
উদাহরণ :
ଜନ୍ମରୁ ପାଞ୍ଚବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କର ଶାରୀରିକ ଓ ମାନସିକ ବିକାଶ ସବୁଠୁ ଅଧିକ ହୁଏ
সমার্থক : ବିକାଶ
অন্যান্য ভাষায় অনুবাদ :
Gradual improvement or growth or development.
Advancement of knowledge.অর্থ : ସମୃଦ୍ଧ ବା ସଂପନ୍ନ ହେବାର ଅବସ୍ଥା ବା ଭାବ
উদাহরণ :
ଯୁଗ ଯୁଗରୁ ହିଁ ବିଦେଶୀମାନେ ଭାରତର ସମୃଦ୍ଧିରୁ ଫାଇଦା ଉଠାଇଛନ୍ତି
সমার্থক : ସମୃଦ୍ଧତା, ସମୃଦ୍ଧି, ସମ୍ପନ୍ନତା
অন্যান্য ভাষায় অনুবাদ :
An economic state of growth with rising profits and full employment.
prosperityঅর্থ : ବଢ଼ିବା ଓ ବଢ଼େଇବା କାର୍ଯ୍ୟ
উদাহরণ :
ଏହି ବର୍ଷ କମ୍ପାନୀର ବିକ୍ରିରେ ବିଶେଷ ବୃଦ୍ଧି ହୋଇଛି
সমার্থক : ଅଭିବୃଦ୍ଧି, ବର୍ଦ୍ଧନ, ବିକାଶ
অন্যান্য ভাষায় অনুবাদ :
बढ़ने या बढ़ाने की क्रिया।
इस साल कंपनी की बिक्री में बहुत अधिक वृद्धि हुई है।