অর্থ : ପୁରୁଷ ଜୀବଜନ୍ତୁଙ୍କ ଭିତରେ ନର ବୀର୍ଯ୍ୟରେ ମିଳୁଥିବା ସେହି ଜୀବାଣୁ ଯାହାର ଡିମ୍ବ ସହିତ ସଂଯୋଗ ନୂଆ ଜୀବ ଉତ୍ପତ୍ତିର କାରଣ ହୋଇଥାଏ
উদাহরণ :
ପୁରୁଷ ବୀର୍ଯ୍ୟରେ ଶୁକ୍ରାଣୁ ମିଳିଥାଏ
সমার্থক : ଶୁକ୍ରାଣୁ
অন্যান্য ভাষায় অনুবাদ :
অর্থ : ଏକ ଲିଙ୍ଗୀୟ ବା ଅଲିଙ୍ଗୀୟ ଜନନ କୋଶିକା
উদাহরণ :
ଏକ କୋଷୀୟ ଜନ୍ତୁ, କବକ, ଶୈବାଳ ଆଦିରେ ବୀଜାଣୁ ଥାଏ
অন্যান্য ভাষায় অনুবাদ :
A small usually single-celled asexual reproductive body produced by many nonflowering plants and fungi and some bacteria and protozoans and that are capable of developing into a new individual without sexual fusion.
A sexual spore is formed after the fusion of gametes.