অর্থ : ଭଗବାନ ଶିବଙ୍କ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରୁ ଯେଉଁଟି ବାରାଣସୀରେ ଅବସ୍ଥିତ
উদাহরণ :
ବିଶ୍ୱନାଥଙ୍କ ଦର୍ଶନପାଇଁ ଦୂରଦୂରାନ୍ତରୁ ଭକ୍ତଗଣ ଆସନ୍ତି
সমার্থক : କାଶୀ ବିଶ୍ୱନାଥ, ବାବା ବିଶ୍ୱନାଥ
অন্যান্য ভাষায় অনুবাদ :
भगवान शिव के बारह ज्योतिर्लिंगों में से एक जो वाराणसी में स्थित है।
विश्वनाथ के दर्शन के लिए दूर-दूर से भक्तगण आते हैं।অর্থ : ଜଣେ ସୃଷ୍ଟିନାଶକ ହିନ୍ଦୁ ଦେବତା
উদাহরণ :
ଶଙ୍କରଙ୍କ ପୂଜା ଲିଙ୍ଗପୂଜା ରୂପରେ ପ୍ରଚଳିତ
সমার্থক : ଆଶୁତୋଷ, ଉମାପତି, କୈଳାସବାସୀ, ଗୌରୀନାଥ, ଜଟାଧାରୀ, ତ୍ରିପୁରାରୀ, ଦେବଦେବ, ପାର୍ବତୀପତି, ପିନାକପାଣି, ପିନାକୀ, ବୀରେଶ, ଭୋଳାନାଥ, ମହାଦେବ, ମହେଶ୍ୱର, ଯୋଗୀନାଥ, ଶଙ୍କର, ଶମ୍ଭୁ, ଶମ୍ଭୁନାଥ, ଶିବ, ହର
অন্যান্য ভাষায় অনুবাদ :
एक सृष्टिनाशक हिन्दू देवता।
शंकर की पूजा लिंग के रूप में प्रचलित है।