অর্থ : ଯେଉଁ ଭୀଷଣ ଉପଦ୍ରବର ଉଦ୍ଦେଶ୍ୟ ରାଜ୍ୟ ପ୍ରତି ଅନିଷ୍ଟ କରିବା ଓ କ୍ଷତି ଘଟାଇବା
উদাহরণ :
ମଙ୍ଗଳ ପାଣ୍ଡେଙ୍କ ଇଂରେଜମାନଙ୍କ ବିରୋଧରେ ଥିବା ବିଦ୍ରୋହ ବହୁତ ଦୃଢ଼ ଥିଲା
সমার্থক : ଆନ୍ଦୋଳନ, ଉପଦ୍ରବ, ଦମନ, ବିଦ୍ରୋହ, ବିପ୍ଳବ
অন্যান্য ভাষায় অনুবাদ :
Organized opposition to authority. A conflict in which one faction tries to wrest control from another.
insurrection, rebellion, revolt, rising, uprisingঅর্থ : ଶତ୍ରୁହେବାର ଅବସ୍ଥା ବା ଭାବ
উদাহরণ :
ନିଜନିଜ ଭିତରେ ଶତ୍ରୁତାକୁ ଦୂରକରିବା ହିଁ ଭଲ
সমার্থক : ଅରିତ୍ୱ, ବିଦ୍ୱେଷ, ବୈର, ମନୋମାଳିନ୍ୟ, ଶତ୍ରୁତା
অন্যান্য ভাষায় অনুবাদ :
दुश्मन या शत्रु होने की अवस्था या भाव।
आपसी दुश्मनी को दूर करने में ही भलाई है।অর্থ : କୌଣସି କଥାକୁ ଠିକ ନମାନି ତା ସଂପର୍କରେ କିଛି କହିବାର କ୍ରିୟା
উদাহরণ :
ଭଲ କାମ କରିବାରେ କାହାରି ଆପତ୍ତି ନରହିବା ଉଚିତ୍
সমার্থক : ଅନୈକ୍ୟ, ଅସମ୍ମତି, ଆପତ୍ତି, ବାଧା, ବିରୋଧିତା
অন্যান্য ভাষায় অনুবাদ :
किसी काम या बात के अनुचित, अव्यावहारिक, नीति-विरुद्ध या हानिकारक जान पड़ने पर उसे रोकने के उद्देश्य से कही जानेवाली विरोधी बात।
अच्छा काम करने में किसी को आपत्ति नहीं होनी चाहिए।The speech act of objecting.
objectionঅর্থ : କୌଣସି କାର୍ଯ୍ୟଆଦିକୁ ବନ୍ଦକରିବା ନିମନ୍ତେ ତାର ବିପରୀତ କାର୍ଯ୍ୟକରିବା କିମ୍ବା ଆମେ ଚାହୁଁନଥିବା କିଛି କାର୍ଯ୍ୟର ବିପରୀତରେ କରାଯାଉଥିବା କାମ
উদাহরণ :
ରାମର ବିରୋଧ ସତ୍ତ୍ୱେ ମୁଁ ନିର୍ବାଚନ ଲଢ଼ିଲି
সমার্থক : ପ୍ରତିରୋଧ
অন্যান্য ভাষায় অনুবাদ :
The action of opposing something that you disapprove or disagree with.
He encountered a general feeling of resistance from many citizens.অর্থ : ନିଜ ସହଯୋଗୀ ଶ୍ରମଜୀବୀମାନଙ୍କୁ କାମରୁ ନିବୃତ୍ତ କରିବା ପ୍ରକ୍ରିୟା
উদাহরণ :
ଜଣେ ଶ୍ରମିକ ନେତାଙ୍କ ପ୍ରତିରୋଧ କାରଣରୁ ଆଜି କାର୍ଯ୍ୟାଳୟରେ କାମ ହେଲାନାହିଁ
সমার্থক : ପ୍ରତିରୋଧ, ବାଧା, ବ୍ୟାଘାତ
অন্যান্য ভাষায় অনুবাদ :
अपने सहयोगी श्रमजीवियों को काम करने से रोकने की क्रिया।
एक श्रमिक नेता के समावरोधन के कारण आज कार्यालय में काम नहीं हुआ।অর্থ : କାମ, ବିକାଶ, ମାର୍ଗଆଦିରେ ବାଧା ଠିଆ କରାଯିବା ବା ଆସୁଥିବା ବାଧା
উদাহরণ :
ମୋହନ ମୋର ସବୁ କାମରେ ବାଧା ଦେଇ ମୋତେ ହଇରାଣ କରୁଛି
সমার্থক : ଅବରୋଧ, ନିରୋଧ, ବନ୍ଦ, ବାଧା
অন্যান্য ভাষায় অনুবাদ :
Any structure that makes progress difficult.
impediment, impedimenta, obstructer, obstruction, obstructor