অর্থ : ଦୁର୍ଭାଗ୍ୟ ଅବସ୍ଥା ବା ଖରାପ ଦିନ
উদাহরণ :
ତାଙ୍କର ଭାଗ୍ୟ ଆଜିକାଲି ବିପଦରେ ପୂର୍ଣ୍ଣ ହୋଇଛି
অন্যান্য ভাষায় অনুবাদ :
A state of misfortune or affliction.
Debt-ridden farmers struggling with adversity.অর্থ : କୌଣସି ଅନିଷ୍ଟକର ଘଟଣାରୁ ଉତ୍ପନ୍ନ ହେଉଥିବା ଏଭଳି ସ୍ଥିତି ଯେଉଁଥିରେ ବହୁତ କ୍ଷତି ହୋଇପାରେ
উদাহরণ :
ସଙ୍କଟବେଳେ ବୁଦ୍ଧି କାମ କରେନାହିଁ
সমার্থক : ଅରିଷ୍ଟ, ଆପଦ, କଷ୍ଟ, ସଂକଟ, ସମସ୍ୟା
অন্যান্য ভাষায় অনুবাদ :
किसी अनिष्ट घटना से उत्पन्न होने वाली ऐसी स्थिति जिसमें बड़ी हानि हो सकती हो।
संकट में दिमाग काम करना बंद कर देता है।An unstable situation of extreme danger or difficulty.
They went bankrupt during the economic crisis.