সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ଯାହା ପାଖରେ ନମ୍ରତା ଅଛି
উদাহরণ : ହନୁମାନ ବିନମ୍ର ଭାବରେ ମଥା ନୁଆଁଇଦେଲେ
সমার্থক : ନମ୍ର, ବିନମ୍ର, ବିନୟଯୁକ୍ତ, ବିନୟଶୀଳ
অর্থ : ଯାହାଠାରେ ନମ୍ରତା ଅଛି
উদাহরণ : ହନୁମାନ ବିନମ୍ର ଭାବରେ ଶିର ନତ କଲେ
সমার্থক : ନମ୍ର, ବିନମ୍ର, ବିନୀତ, ବିନୟଯୁକ୍ତ, ବିନୟଶୀଳ
অন্যান্য ভাষায় অনুবাদ :हिन्दी
जिसमें नम्रता हो।
অর্থ : ଧର୍ମ ବା ନୀତିପୂର୍ବକ ବ୍ୟବହାର କରିବା ବ୍ୟକ୍ତି
উদাহরণ : ବିନୟୀ ଯୁଧିଷ୍ଠିର ସମସ୍ତଙ୍କର ଆଦରର ପାତ୍ର ଥିଲେ
সমার্থক : ବିନୟଶୀଳ
অন্যান্য ভাষায় অনুবাদ :हिन्दी English
धर्म या नीतिपूर्वक व्यवहार करनेवाला।
Characterized by courtesy and gracious good manners.
ইনস্টল