অর্থ : ସ୍ଥିର କରାଯାଇଥିବା ନିୟମ ଓ ବିଧାନ, ଯାହାର ପାଳନ ସମସ୍ତଙ୍କପାଇଁ ଆବଶ୍ୟକ ଓ ଅନିବାର୍ଯ୍ୟ ଏବଂ ଯାହାର ଉଂଲଘନ କଲେ ମନୁଷ୍ୟ ଦଣ୍ଡିତ ହୁଏ ବା ହୋଇପାରେ
উদাহরণ :
ନିୟମ ବିପରୀତ କୌଣସି ବି କାର୍ଯ୍ୟ ଆପଣଙ୍କୁ ସଙ୍କଟରେ ପକାଇପାରେ
সমার্থক : ଆଇନ, କାନୁନ, ନିୟମ, ବିଧି
অন্যান্য ভাষায় অনুবাদ :
Legal document setting forth rules governing a particular kind of activity.
There is a law against kidnapping.অর্থ : ସେହି ବିଧାନ ଯାହା ଦଇବଦ୍ୱାରା ନିର୍ଣ୍ଣୟ କରାଯାଇଛି ଏବଂ ଯାହା ଅଟଳ ବୋଲି ଲୋକେ ମାନନ୍ତି
উদাহরণ :
ସତୀ ସାବିତ୍ରୀ ନିଜ ସତୀତ୍ୱ ବଳରେ ଦଇବ ବିଧାନକୁ ଟାଳି ନିଜ ପତିଙ୍କୁ ଜୀବିତ କରିପାରିଥିଲେ
সমার্থক : ଦଇବ ନିୟମ, ଦଇବ ବିଧାନ, ଦୈବି ନିୟମ, ଦୈବୀ ବିଧାନ
অন্যান্য ভাষায় অনুবাদ :
वह विधान जो दैव द्वारा नियत किया हुआ माना जाता है और अटल होता है।
सती सावित्री ने अपने सतीत्व के बल पर दैवी विधान को टाल कर अपने पति को जीवित कर लिया।A law that is believed to come directly from God.
divine lawঅর্থ : କୌଣସି କାର୍ଯ୍ୟପାଇଁ ଧନ ଆଦି ସଂଗ୍ରହ କରାଯାଉଥିବା ବ୍ୟବସ୍ଥା
উদাহরণ :
ଏହି କାର୍ଯ୍ୟକ୍ରମର ବିଧାନ ବର୍ଷକ ପୂର୍ବରୁ ହିଁ କରାଯାଇଥିଲା
অন্যান্য ভাষায় অনুবাদ :
অর্থ : କାମ କରିବାର ରୀତି ବା ପ୍ରଣାଳୀ
উদাহরণ :
ସଂସାରରେ ସବୁ କିଛି ବିଧିର ବିଧାନ ଅନୁସାରେ ଚାଲିଛି
অন্যান্য ভাষায় অনুবাদ :
A way of doing something, especially a systematic way. Implies an orderly logical arrangement (usually in steps).
method