অর্থ : ମନକୁ ଅଧିକ କଷ୍ଟ ପହଞ୍ଚାଉଥିବା
উদাহরণ :
ହତ୍ୟାଭଳି ହୃଦୟ ବିଦାରକ ଘଟଣାସବୁ ଆଜିକାଲି ସାଧାରଣ ହୋଇଗଲାଣି
সমার্থক : କରୁଣ, ଦାରୁଣ, ମର୍ମଘାତୀ, ମର୍ମଭେଦୀ, ମର୍ମାନ୍ତକ, ମାର୍ମିକ, ହୃଦୟ ବିଦାରକ
অন্যান্য ভাষায় অনুবাদ :
मन को बहुत अधिक कष्ट पहुँचानेवाला।
हत्या जैसी हृदय-विदारक घटनाएँ आजकल आम हो गयी हैं।অর্থ : ଯାହା ଫଟାଇଦିଏ
উদাহরণ :
ପୁଅର ମୃତ୍ୟୁଭଳି ହୃଦୟ ବିଦାରକ ସୂଚନାପାଇ ସେ ବେହୋସ ହୋଇଗଲେ
অন্যান্য ভাষায় অনুবাদ :