সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ବିଦାୟ ଦେବା ସମୟରେ ଦିଆ ଯାଉଥିବା ଧନ
উদাহরণ : ଅତିଥିମାନଙ୍କୁ ଶହେଟଙ୍କା ଲେଖାଏଁ ବିଦାକି ମିଳିଛି
সমার্থক : ମେଲାଣି ଦକ୍ଷିଣା
অন্যান্য ভাষায় অনুবাদ :हिन्दी
विदा करते समय दिया जाने वाला धन।
অর্থ : ମାଙ୍ଗଳିକ କାର୍ଯ୍ୟରେ ବାରିକ,ଭାଟ,ବାଜାବାଲା ଆଦିଙ୍କୁ ଦିଆଯାଉଥିବା ନିମନ୍ତ୍ରଣ ଏବଂ ବିଦାକି
উদাহরণ : ବାରିକ ବିଦାକିକୁ ନେଇ ସନ୍ତୁଷ୍ଟ ନଥିଲା
সমার্থক : ପାଉଣା
शुभ अवसरों पर नाइयों, भाटों, बाजेवालों आदि को दिया जानेवाला निमंत्रण और बिदाई।
অর্থ : ବାରିକ, ଧୋବା ଇତ୍ୟାଦି ବିବାହ ଆଦି ମଙ୍ଗଳ ଅବସରରେ ନେଉଥିବା ପାଉଣା
উদাহরণ : ଶ୍ୟାମାର ଶାଶୁଘରଲୋକ ବିଦାକି ଦେବାପାଇଁ ଭଲଭଲ ଶାଢ଼ୀ ଆଣିଛନ୍ତି
नाई, धोबी आदि जो विवाह आदि मंगल अवसरों पर नेग लेते हैं।
ইনস্টল