অর্থ : ଅନିଷ୍ଟ ସୂଚକ ଉତ୍ପାତ
উদাহরণ :
ତୋଫାନ, ଭୂକମ୍ପ ପରି ବିତ୍ପାତ ମାନବ ବିକାଶରେ ବାଧା ଆଣିଦିଏ
অন্যান্য ভাষায় অনুবাদ :
অর্থ : ଯେଉଁ ଶକୁନ ଅଶୁଭର ପରିଚାୟକ
উদাহরণ :
ରାମ ଲଙ୍କା ଉପରେ ଆକ୍ରମଣ କଲା ମାତ୍ରକେ ଲଙ୍କାରେ ଅଶୁଭ ଲକ୍ଷଣ ଦେଖାଦେଲା
সমার্থক : ଅପଶକୁନ, ଅଲକ୍ଷଣ, ଅଶୁଭ ଚିହ୍ନ, ଅଶୁଭ ଲକ୍ଷଣ, ଦୁର୍ଲକ୍ଷଣ, ମନ୍ଦ ଲକ୍ଷଣ
অন্যান্য ভাষায় অনুবাদ :