অর্থ : ଆକାଶରେ ହଠାତ୍ କ୍ଷଣିକ ନିମନ୍ତେ ଦେଖା ଦେଉଥିବା ଏକ ପ୍ରକାର ଜ୍ୟୋତି ଯାହା ମେଘ ମଧ୍ୟରେ ବିଦ୍ୟୁତ ଶକ୍ତି ସଞ୍ଚାରଣର କାରଣ ହୋଇଥାଏ
উদাহরণ :
ରହିରହି ଆକାଶରେ ବିଜୁଳି ଚମକୁଥିଲା
সমার্থক : ଚପଳା, ତଡିତ୍, ଦାମିନୀ, ବିଦ୍ୟୁତ, ଶମ୍ପା, ସୌଦାମିନୀ
অন্যান্য ভাষায় অনুবাদ :
आकाश में सहसा क्षण भर के लिए दिखाई देने वाला वह प्रकाश जो बादलों में वातावरण की विद्युत शक्ति के संचार के कारण होता है।
आकाश में रह-रहकर बिजली चमक रही थी।Abrupt electric discharge from cloud to cloud or from cloud to earth accompanied by the emission of light.
lightningঅর্থ : କୌଣସି ବିଶିଷ୍ଟ ପ୍ରକ୍ରିୟାରୁ ଉତ୍ପନ୍ନ କରାଯାଉଥିବା ଏକ ଶକ୍ତି ଯେଉଁଥିରେ ବସ୍ତୁର ଆକର୍ଷଣ ଏବଂ ଉପକର୍ଷଣ ତଥା ତାପ କିମ୍ବା ଜ୍ୟୋତି ବାହାରେ
উদাহরণ :
ପାଣିରୁ ମଧ୍ୟ ବିଦ୍ୟୁତ ଉତ୍ପନ୍ନ କରାଯାଏ
সমার্থক : ପାୱାର୍, ବିଜୁଳି ଶକ୍ତି, ବିଦ୍ୟୁତ ଶକ୍ତି, ବିଦ୍ୟୁତ୍
অন্যান্য ভাষায় অনুবাদ :
Energy made available by the flow of electric charge through a conductor.
They built a car that runs on electricity.