অর্থ : ଯିଏ ବାମପନ୍ଥର ସପକ୍ଷରେ
উদাহরণ :
ପଶ୍ଚିମ ବଙ୍ଗରେ ବାମପନ୍ଥୀଙ୍କ ସରକାର ଶାସନ କରୁଛି
অন্যান্য ভাষায় অনুবাদ :
অর্থ : ଗୋଟିଏ ତାନ୍ତ୍ରିକ ମତ ଯେଉଁଥିରେ ମଦ୍ୟ,ମାଂସ ଆଦିକୁ ସେବନ କରିବାର ବିଧି ଅଛି
উদাহরণ :
ବେଦରେ କୁହାଯାଇଛି ଦକ୍ଷିଣମାର୍ଗର ବିରୁଦ୍ଧରେ ବାମମାର୍ଗ ପଡ଼ିଥାଏ
সমার্থক : ବାମମାର୍ଗ
অন্যান্য ভাষায় অনুবাদ :
অর্থ : ଜନକଲ୍ୟାଣକୁ ଆଗେଇ ଦେବା ନିମନ୍ତେ ତିଆରି ହୋଇଥିବା ଅଲଗା ଅଲଗା ପଥରେ ସାମାଜିକ,ରାଜନୈତିକ ଅଥବା ଆର୍ଥିକ ପରିବର୍ତ୍ତନକୁ ଯେ ସମର୍ଥନ କରୁଥାଏ
উদাহরণ :
ବାମପନ୍ଥୀମାନେ ମଧ୍ୟ ଏହି ସମ୍ମେଳନରେ ଭାଗ ନେଲେ
সমার্থক : ବାମପଂଥୀ, ବାମବାଦୀ, ବାମମାର୍ଗୀ, ଲେଫ୍ଟିଷ୍ଟ
অন্যান্য ভাষায় অনুবাদ :