অর্থ : ପଶ୍ଚାତାପ ସହିତ ଅପ୍ରିୟ ଜଣାପଡ଼ିବା
উদাহরণ :
ତାର ଏମିତି ରାଗି ହୋଇ ଚାଲିଯିବା ମୋତେ ବହୁତ ବାଧିଲା
সমার্থক : ଅପମାନିତ ଲାଗିବା, ଖରାପ ଲାଗିବା
অন্যান্য ভাষায় অনুবাদ :
Feel sad about the loss or absence of.
regretঅর্থ : କାହାରି ବ୍ୟଙ୍ଗପୂର୍ଣ୍ଣ କଥାରେ ଦୁଃଖୀହେବା
উদাহরণ :
ତାଙ୍କ କଥା ମୋତେ ବାଧିଲା
সমার্থক : କଷ୍ଟବୋଧ ହେବା, ପୀଡାଦେବା
অন্যান্য ভাষায় অনুবাদ :