অর্থ : କୌଣସି କାର୍ଯ୍ୟ କରିବା ସମୟରେ ଆସୁଥିବା ବାଧା
উদাহরণ :
ଏହି କାମରେ କିଛି ବିଘ୍ନ ନଆସୁ ସେଇଥିପାଇଁ ମୁଁ ବିଘ୍ନବିନାଶକଙ୍କୁ ପ୍ରାର୍ଥନା କରୁଛି
সমার্থক : ବିଘ୍ନ, ବ୍ୟତିକ୍ରମ, ବ୍ୟାଘାତ
অন্যান্য ভাষায় অনুবাদ :
Some abrupt occurrence that interrupts an ongoing activity.
The telephone is an annoying interruption.অর্থ : ଆଘାତର ଲାକ୍ଷଣିକ ପ୍ରୟୋଗ
উদাহরণ :
ତା ବ୍ୟବହାରରେ ମୋ ସମ୍ମାନକୁ ଆଘାତ ଲାଗିଲା
অন্যান্য ভাষায় অনুবাদ :
A figurative injury (to your feelings or pride).
He feared that mentioning it might reopen the wound.অর্থ : କୌଣସି କଥାକୁ ଠିକ ନମାନି ତା ସଂପର୍କରେ କିଛି କହିବାର କ୍ରିୟା
উদাহরণ :
ଭଲ କାମ କରିବାରେ କାହାରି ଆପତ୍ତି ନରହିବା ଉଚିତ୍
সমার্থক : ଅନୈକ୍ୟ, ଅସମ୍ମତି, ଆପତ୍ତି, ବିରୋଧ, ବିରୋଧିତା
অন্যান্য ভাষায় অনুবাদ :
किसी काम या बात के अनुचित, अव्यावहारिक, नीति-विरुद्ध या हानिकारक जान पड़ने पर उसे रोकने के उद्देश्य से कही जानेवाली विरोधी बात।
अच्छा काम करने में किसी को आपत्ति नहीं होनी चाहिए।The speech act of objecting.
objectionঅর্থ : ପାରସ୍ପରିକ ବିବାଦ ଯୋଗୁଁ ଯେତେବେଳେ ଦୁଇ ପକ୍ଷ ନିଜ କଥାରେ ଅଟଳ ରହିବା ହେତୁ କୌଣସି ବୁଝାମଣା ବା ସମାଧାନର ମାର୍ଗ ମିଳି ନ ଥାଏ
উদাহরণ :
କେହି ଜଣେ ନତମସ୍ତକ ନ ହେଲେ ତ ପ୍ରତିବନ୍ଧକ ଦୂର ହେବ ନାହିଁ
সমার্থক : ପ୍ରତିବନ୍ଧକ
অন্যান্য ভাষায় অনুবাদ :
Drawing position in chess: any of a player's possible moves would place his king in check.
stalemateঅর্থ : ନିଶା ଛାଡ଼ି ଯିବା ସମୟର ଥକା
উদাহরণ :
ବାଧା କାରଣରୁ ସେ ଉଠି ପାରୁନି
সমার্থক : ଥକା
অন্যান্য ভাষায় অনুবাদ :
A temporary state resulting from excessive consumption of alcohol.
drunkenness, inebriation, inebriety, insobriety, intoxication, tipsinessঅর্থ : ନିଜ ସହଯୋଗୀ ଶ୍ରମଜୀବୀମାନଙ୍କୁ କାମରୁ ନିବୃତ୍ତ କରିବା ପ୍ରକ୍ରିୟା
উদাহরণ :
ଜଣେ ଶ୍ରମିକ ନେତାଙ୍କ ପ୍ରତିରୋଧ କାରଣରୁ ଆଜି କାର୍ଯ୍ୟାଳୟରେ କାମ ହେଲାନାହିଁ
সমার্থক : ପ୍ରତିରୋଧ, ବିରୋଧ, ବ୍ୟାଘାତ
অন্যান্য ভাষায় অনুবাদ :
अपने सहयोगी श्रमजीवियों को काम करने से रोकने की क्रिया।
एक श्रमिक नेता के समावरोधन के कारण आज कार्यालय में काम नहीं हुआ।অর্থ : କାମ, ବିକାଶ, ମାର୍ଗଆଦିରେ ବାଧା ଠିଆ କରାଯିବା ବା ଆସୁଥିବା ବାଧା
উদাহরণ :
ମୋହନ ମୋର ସବୁ କାମରେ ବାଧା ଦେଇ ମୋତେ ହଇରାଣ କରୁଛି
সমার্থক : ଅବରୋଧ, ନିରୋଧ, ବନ୍ଦ, ବିରୋଧ
অন্যান্য ভাষায় অনুবাদ :
Any structure that makes progress difficult.
impediment, impedimenta, obstructer, obstruction, obstructor