সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ବହୁତ କଥା କହୁଥିବା ବ୍ୟକ୍ତି
উদাহরণ : କୁହାଳିଆଙ୍କ ମଝିରେ ଚୁପ୍ ରହିବା ହିଁ ଠିକ୍ ହେବ
সমার্থক : ଅତିଭାଷୀ, କୁହାଳିଆ
অন্যান্য ভাষায় অনুবাদ :हिन्दी English
बहुत बोलने वाला व्यक्ति।
A boring person who talks a great deal about uninteresting topics.
অর্থ : କ୍ରୋଧ, ପ୍ରେମଆଦି କାରଣରୁ ଯେ ନିଜକୁ ନିୟନ୍ତ୍ରଣ କରିପାରେ ନାହିଁ
উদাহরণ : କ୍ରୋଧରେ ପାଗଳ ବ୍ୟକ୍ତି କିଛି ବି କରିପାରେ
সমার্থক : ପାଗଳ, ବାଇଆ
অন্যান্য ভাষায় অনুবাদ :हिन्दी
क्रोध,प्रेम आदि के कारण जो आपे में न हो।
অর্থ : ବହୁତ କହିବାବାଲା
উদাহরণ : ପ୍ରଭୁଙ୍କ କୃପାରୁ ଘୁଙ୍ଗା ମଧ୍ୟ ପ୍ରଗଳ୍ଭ ହୋଇପାରେ
সমার্থক : ଅତିକୁହା, ପ୍ରଗଳ୍ଭ, ବହୁବୋଲା, ବାତୁଳ, ବାତୁଳି
बहुत बोलने वाला।
Full of trivial conversation.
ইনস্টল