অর্থ : ଯେ ବହୁତ ଭଲ କହେ ବା ଯେ କୌଣସି ଭାଷରେ ଜ୍ଞାନୀ
উদাহরণ :
ପଣ୍ଡିତ ମହେଶଚନ୍ଦ୍ରଙ୍କ ପାଣ୍ଡିତ୍ୟଯୋଗୁଁ ହିଁ ତାଙ୍କୁ ବାଗ୍ମୀ କୁହାଯାଏ
সমার্থক : ବାଗୀଶ, ବାଗୀଶ୍ୱର, ବାଗ୍ମୀ, ବାଗ୍ବିଶାରଦ
অন্যান্য ভাষায় অনুবাদ :
অর্থ : କଥା କହିବାରେ ଚତୁର
উদাহরণ :
ବାକ୍ପଟୁ ରମେଶ ନିଜ କଥାରେ ସମସ୍ତଙ୍କୁ ପ୍ରଭାବିତ କରି ଦିଏ
সমার্থক : କଥାକୁହାଳିଆ, କୁହାଳିଆ
অন্যান্য ভাষায় অনুবাদ :
Expressing yourself readily, clearly, effectively.
Able to dazzle with his facile tongue.