অর্থ : କୌଣସି ବସ୍ତୁ ଆଦିର ମୂଲ୍ୟ ଯାହା ମାଲିକକୁ ପରେ ଦିଆଯାଇଥାଏ
উদাহরণ :
ଏବେ ଲୁଗା ବେପାରୀଙ୍କର ମୋ ଉପରେ ଦୁଇ ହଜାର ଟଙ୍କା ଉଧାର ଅଛି
অন্যান্য ভাষায় অনুবাদ :
Money or goods or services owed by one person to another.
debtঅর্থ : ଯାହା ବଳକା ଅଛି (ଯେଉଁଠି ଅନ୍ୟସବୁ କୌଣସି ପ୍ରକାରେ ସମାପ୍ତ ବା ନଷ୍ଟ ହୋଇଯାଇଛି)
উদাহরণ :
ଘରେ ନିଆଁ ଲାଗି ଆଉ କିଛି ବାକି ରହିଲା ନାହିଁ
অন্যান্য ভাষায় অনুবাদ :
वह जो बचा हो या बची हुई वस्तु (जबकि अन्य किसी प्रकार समाप्त सा नष्ट हो गया हो)।
घर में आग लगने से कुछ भी शेष नहीं बचा।অর্থ : ଅନ୍ୟଠାରୁ ପାଇବା ବା ପ୍ରାପ୍ତକରିବାକୁ ଥିବା ଟଙ୍କା
উদাহরণ :
ସାହୁକାର ସବୁ ମାସର ଏକ ତାରିଖରେ ହିଁ ପାଉଣା ନେବା ପାଇଁ ଘରେ ପହଞ୍ଚିଯାଆନ୍ତି
সমার্থক : ଦେୟ, ପାଉଣା, ପ୍ରାପ୍ୟ ଧନ
অন্যান্য ভাষায় অনুবাদ :
A payment that is due (e.g., as the price of membership).
The society dropped him for non-payment of dues.অর্থ : ଯାହା ସମାପ୍ତ ହେଇନାହିଁ
উদাহরণ :
ଅସମାପ୍ତ କାର୍ଯ୍ୟକୁ ପୂରା କର ଅଧାପନ୍ତରିଆ ଜ୍ଞାନ ଘାତକ ହୋଇଥାଏ
সমার্থক : ଅଧାଖଣ୍ଡିଆ, ଅପୂର୍ଣ୍ଣ, ଅସଂପୂର୍ଣ୍ଣ, ଅସମାପ୍ତ
অন্যান্য ভাষায় অনুবাদ :
অর্থ : ଯାହା ବ୍ୟବହାରରେ ଆସି ନପାରି ବଳି ଯାଇଛି
উদাহরণ :
ବଳକା ଖାଇବା ଘୋଡ଼େଇକି ରଖିଦିଅ
অন্যান্য ভাষায় অনুবাদ :