অর্থ : ଦେଶରୁ ବହିଷ୍କୃତ ହେବା ଦଣ୍ଡ
উদাহরণ :
ବ୍ରିଟିଶ୍ ଶାସିତ ଭାରତରେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଦଣ୍ଡସ୍ୱରୂପ ଦେଶରୁ ନିର୍ବାସିତ କରି ଆଣ୍ଡାମାନ ପଠାଇ ଦିଆଯାଉଥିଲା
সমার্থক : ନିର୍ବାସନ, ନିର୍ବାସିତ, ବାହାର
অন্যান্য ভাষায় অনুবাদ :
देश से निकाले जाने का दंड।
ब्रिटिश राज्य में स्वतंत्रता सेनानियों को देश निकाले की सजा दी जाती थी।The act of expelling a person from their native land.
Men in exile dream of hope.অর্থ : କୌଣସି ବିଷୟରେ, କାହା ସହିତ ମତଭେଦ ହେଲାପରେ ବିରୋଧ ବା ଅସନ୍ତୋଷ ପ୍ରକଟ କରିବା ପାଇଁ ତାହାର ତ୍ୟାଗ
উদাহরণ :
ଗାନ୍ଧିଜୀ ବିଦେଶୀ ବସ୍ତୁଗୁଡ଼ିକୁ ବହିଷ୍କାର କରିଥିଲେ
অন্যান্য ভাষায় অনুবাদ :
A group's refusal to have commercial dealings with some organization in protest against its policies.
boycottঅর্থ : ବାହାର କରିବା ବା ନିକାଲିବା କ୍ରିୟା
উদাহরণ :
ଅନ୍ୟ ଜାତିର ଝିଅକୁ ବିବାହ କରିଥିବା କାରଣର ସମାଜ ରାମୁକୁ ବହିଷ୍କାର କଲା
সমার্থক : ବହିଷ୍କରଣ
অন্যান্য ভাষায় অনুবাদ :
অর্থ : କାହାରିକୁ ଦଣ୍ଡଦେଇ କୌଣସି ସ୍ଥାନ, କ୍ଷେତ୍ର ଆଦିରୁ ବାହାରକରିବା ବା ଦୂରକରିବା
উদাহরণ :
ଅଛୁଆଁ ଜାତିର ଝିଅସହିତ ବିବାହ କରିବାରୁ ମଙ୍ଗୁଳୁର ଜାତିରୁ ବହିଷ୍କାର ହେଲା
অন্যান্য ভাষায় অনুবাদ :
The act of expelling a person from their native land.
Men in exile dream of hope.