অর্থ : ଆୟ ବ୍ୟୟଆଦିର ହିସାବ ଲେଖାଯାଉଥିବା ପୁସ୍ତକ
উদাহরণ :
ସେ ହିସାବଖାତା ଖୋଲି ଆୟ ବ୍ୟୟର ବିବରଣ ଦେଖୁଛି
সমার্থক : ବହିଖାତା, ଲେଖାବହି, ହିସାବ ବହି, ହିସାବଖାତା
অন্যান্য ভাষায় অনুবাদ :
A record in which commercial accounts are recorded.
They got a subpoena to examine our books.অর্থ : ଲେଖା ହୋଇଥିବା ବା ଛପା ହୋଇଥିବା ବହୁତ ପୃଷ୍ଠା ବିଶିଷ୍ଟ ବସ୍ତୁ ଯାହାକୁ ଅନ୍ୟଜଣେ ପଢ଼ିବାପାଇଁ ବିଚାର, ବିବେଚନଆଦି ଆବଶ୍ୟକ
উদাহরণ :
ଭଲ ବହି ପଢ଼ିଲେ ଜ୍ଞାନ ବଢ଼େ
সমার্থক : ପୁସ୍ତକ
অন্যান্য ভাষায় অনুবাদ :
A written work or composition that has been published (printed on pages bound together).
I am reading a good book on economics.