অর্থ : ବାନ୍ଧିକରି ଓ କଟାକଟି କରି ଏକ ବିଶେଷ ଢଙ୍ଗରେ ବଢ଼ିବାପାଇଁ ପ୍ରବୃତ୍ତ କରିବା
উদাহরণ :
କୃଷକ ପାନ ଲତାଗୁଡ଼ିକ ଅନୁବର୍ଦ୍ଧନ କରୁଛି
সমার্থক : ଅନୁବର୍ଦ୍ଧନ କରିବା, ଦାୟିତ୍ୱନେବା, ବଢ଼ାଇବା, ରକ୍ଷଣାବେକ୍ଷଣ କରିବା
অন্যান্য ভাষায় অনুবাদ :
* बाँधकर और कटाई-छँटाई करके एक विशेष तरीके से बढ़ने में प्रवृत्त करना।
किसान पान की लताओं का अनुवर्धन कर रहा है।অর্থ : ପରିମାଣରେ ଅଧିକ କରିବା
উদাহরণ :
ସେ ଭୋଜନର ପରିମାଣ ବଢ଼ାଇଦେଇଛି
সমার্থক : ଅଧିକ କରାଇବା, ବୃଦ୍ଧି କରାଇବା, ବଢ଼ାଇବା
অন্যান্য ভাষায় অনুবাদ :
অর্থ : ବଢ଼ାଇବା କାମ ଅନ୍ୟ କାହାଦ୍ୱାରା କରାଇବା
উদাহরণ :
ରହିମ ଠିକାଦାରକୁ କହି ତା ଘରେ ଏକ କୋଠରି ବଢ଼ାଇଲା
সমার্থক : ପ୍ରସାରିତ କରାଇବା, ବୃଦ୍ଧି କରାଇବା, ବଢ଼ାଇବା
অন্যান্য ভাষায় অনুবাদ :