অর্থ : ନଦୀ ପାରହେବାପାଇଁ ତିଆରି କରାଯାଇଥିବା କାଠ କିମ୍ବା ଖମ୍ବଯୁକ୍ତ ସିମେଣ୍ଟ ରାସ୍ତା
উদাহরণ :
ନଦୀଗୁଡିକ ଉପରେ ଜାଗା ଜାଗାରେ ପୋଲ ତିଆରି କରାଯାଉଛି
অন্যান্য ভাষায় অনুবাদ :
অর্থ : ନଦୀକୂଳରେ ଗଢା ହେଉଥିବା ବନ୍ଧ
উদাহরণ :
କୃଷକ ନିଜର କ୍ଷେତରେ ଜଳସେଚନ ପାଇଁ ବନ୍ଧ ବାନ୍ଧୁଛି
অন্যান্য ভাষায় অনুবাদ :
অর্থ : ପାଣିକୁ ରୋକିବା ପାଇଁ ଅବା ପାଚେରୀକୁ ଟାଣ ରଖିବା ପାଇଁ ଏହାକୁ ଲଗାଇ ରଖାଯାଇଥିବା ଇଟା,ପଥର,ମାଟିର ଢେର
উদাহরণ :
ବନ୍ୟାରେ ବନ୍ଧ ବି ଧୋଇଗଲା
অন্যান্য ভাষায় অনুবাদ :
A long artificial mound of stone or earth. Built to hold back water or to support a road or as protection.
embankmentঅর্থ : ନଦୀ ବା ଜଳାଶୟର ଜଳ ଅଟକାଇବାପାଇଁ ତାହାର ଧାରେଧାରେ ମାଟି କିମ୍ବା ପଥର ଆଦିର ରଚନା
উদাহরণ :
ନଦୀରେ ବନ୍ଧ ପକାଇ ବିଜୁଳୀ ଶକ୍ତି ଉତ୍ପନ୍ନ କରାଯାଏ
অন্যান্য ভাষায় অনুবাদ :