অর্থ : ସମ୍ପୂର୍ଣ୍ଣ ରୂପେ ରହିବା ବା ବନ୍ଦ ହେବାର କାମ
উদাহরণ :
ବର୍ତ୍ତମାନ ଏହି ପରିଯୋଜନାକୁ ବନ୍ଦ କରିଦିଆଗଲା
সমার্থক : ପୂର୍ଣ୍ଣବିରାମ
অন্যান্য ভাষায় অনুবাদ :
पूरी तरह से ठहरने या रुकने की क्रिया।
अब इस परियोजना को पूर्णविराम दे दिया गया है।অর্থ : କାମ, ବିକାଶ, ମାର୍ଗଆଦିରେ ବାଧା ଠିଆ କରାଯିବା ବା ଆସୁଥିବା ବାଧା
উদাহরণ :
ମୋହନ ମୋର ସବୁ କାମରେ ବାଧା ଦେଇ ମୋତେ ହଇରାଣ କରୁଛି
সমার্থক : ଅବରୋଧ, ନିରୋଧ, ବାଧା, ବିରୋଧ
অন্যান্য ভাষায় অনুবাদ :
Any structure that makes progress difficult.
impediment, impedimenta, obstructer, obstruction, obstructorঅর্থ : (କବାଟ, ଢାଙ୍କୁଣୀ ଆଦି) ଯାହା ଏଭଳି ସ୍ଥିତିରେ ଥାଏ ଯାହାଫଳରେ କୌଣସି ବସ୍ତୁ ଭିତରୁ ବାହାରକୁ ବା ବାହାରୁ ଭିତରକୁ ଯାଇପାରିବନାହିଁ
উদাহরণ :
ଛାତ୍ରବାସର ମୁଖ୍ୟ ଦ୍ୱାର ଆଠଟାରେ ବନ୍ଦ ହୋଇଯାଏ
অন্যান্য ভাষায় অনুবাদ :