অর্থ : ଜୋରରେ ଭଡ଼ଭଡ଼ ବା ବକବକ ହେବା
উদাহরণ :
କେତେବେଳ ଯାଏଁ ବକବକ ହେଉଥିବ,ଏବେ ସେତିକିରେ ବନ୍ଦ କର
সমার্থক : ବୃଥାରେ ଗପିବା
অন্যান্য ভাষায় অনুবাদ :
অর্থ : ଅନ୍ୟର କଥା ନ ଶୁଣି ନିଜକଥା ଅନବରତ କହିଚାଲିବା
উদাহরণ :
ମୀନା ଦେଶାଇ କେବଳ ନିଜ ବିଷୟରେ ହିଁ ବକବକ କରେ
সমার্থক : ବକବକ କରିବା
অন্যান্য ভাষায় অনুবাদ :