অর্থ : କୌଣସି ବ୍ୟକ୍ତିର ପ୍ରକୃତ ବା ମୁଖ୍ୟ ନାମ ଶେଷରେ ରହୁଥିବା ଶବ୍ଦ ଯାହା ତାହାର ବଂଶ, ପରିବାର, ବୃତ୍ତିଆଦିର ସୂଚକ ହୋଇଥାଏ
উদাহরণ :
ମୋହନ ନିଜ ନାମ ସହିତ ସଂଜ୍ଞା ଲେଖୁନାହିଁ
সমার্থক : ଉପାଧି, କୁଳନାମ, ସଂଜ୍ଞା, ସାଙ୍ଗିଆ
অন্যান্য ভাষায় অনুবাদ :
The name used to identify the members of a family (as distinguished from each member's given name).
cognomen, family name, last name, surname