অর্থ : ବଂଧ୍ୟା ହେବାର ଅବସ୍ଥା ବା ଭାବ
উদাহরণ :
ବଂଧ୍ୟାତ୍ୱ କାରଣରୁ ଏହି ଜମିରେ ଫସଲ ହେଉନାହିଁ
সমার্থক : ଅନୁର୍ବରତା, ବନ୍ଧ୍ୟାତ୍ୱ
অন্যান্য ভাষায় অনুবাদ :
The quality of lacking the power to produce.
unproductivenessঅর্থ : ବାଞ୍ଝ ହେବାର ଅବସ୍ଥା
উদাহরণ :
ବାଞ୍ଝତ୍ୱ କାରଣରୁ ଶିଲା ମା ହୋଇ ପାରିଲା ନାହିଁ
অন্যান্য ভাষায় অনুবাদ :
The state (usually of a woman) of having no children or being unable to have children.
barrenness