অর্থ : ଶୂନ୍ୟକୁ ଫୋଫାଡିବା
উদাহরণ :
ମୋହନ ଶ୍ୟାମଆଡ଼କୁ ବଲ୍ ପକେଇଲା
সমার্থক : ପାଶୁପତପକେଇବା
অন্যান্য ভাষায় অনুবাদ :
অর্থ : ଫିଙ୍ଗାହେବାକୁଥିବା ବସ୍ତୁକୁ ଦୂରେଇଦେବା ବା ଢ଼ାଳିଦେବା
উদাহরণ :
ଅଳିଆ ଗଦାରେ ଅଳିଆ ପକାଯାଏ
সমার্থক : ପକେଇବା
অন্যান্য ভাষায় অনুবাদ :
অর্থ : କୌଣସି କଥା ଆଦିକୁ ଲୋକଲୋଚନକୁ ଆଣିବା
উদাহরণ :
ଆଜିକାଲି ସବୁ ପତ୍ରପତ୍ରିକା ନେତାମାନଙ୍କର ନୂଆନୂଆ କାଣ୍ଡକାରଖାନାକୁ ଚକ୍ଷୁ ସମ୍ମୁଖରେ ନିକ୍ଷେପ କରୁଛନ୍ତି
সমার্থক : ନିକ୍ଷେପ କରିବା, ଫିଙ୍ଗିବା
অন্যান্য ভাষায় অনুবাদ :