অর্থ : କଠିନତା ବା ବିଘ୍ନରେ ପଡ଼ିବା
উদাহরণ :
ସ୍ମିତାଙ୍କ ଘରକୁ ଯାଇ ମୁଁ ବି ତାଙ୍କ ଘରୋଇ ମାମଲାରେ ଫସି ଗଲି
সমার্থক : ଅଡ଼ୁଆ ମାମଲରେ ପଡ଼ିଯିବା
অন্যান্য ভাষায় অনুবাদ :
অর্থ : କାମରେ ଲିପ୍ତ ରହିବା
উদাহরণ :
ମୁଁ ଦିନ ତମାମ ଏହି ପ୍ରଶ୍ନକୁ ନେଇ ଧନ୍ଦି ହେଉଛି
সমার্থক : ଅସୁବିଧାରେ ପଡ଼ିବା, ଗୁଡ଼େଇତୁଡ଼େଇ ଦେବା, ଧନ୍ଦି ହେବା
অন্যান্য ভাষায় অনুবাদ :