সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ଯାହା ଭଲ ଲାଗେ ବା ଯିଏ ପ୍ରିୟ
উদাহরণ : ଏହା ମୋର ପ୍ରିୟ ବହି
সমার্থক : ପସନ୍ଦିଆ, ପ୍ରିୟ, ମନପସନ୍ଦ
অন্যান্য ভাষায় অনুবাদ :हिन्दी English
जिससे प्रेम हो या जो प्यारा हो।
With or in a close or intimate relationship.
অর্থ : ସୁଖ ବା ଆନନ୍ଦ ଦେବାବାଲା
উদাহরণ : ଆପଣଙ୍କ ସଂସର୍ଗରେ ମୋତେ ପ୍ରୀତିକର ଅନୁଭୂତି ମିଳିଲା
সমার্থক : ସୁଖଦ, ସୁଖଦାୟକ, ସୁଖଦାୟୀ, ସୁଖପ୍ରଦ
অন্যান্য ভাষায় অনুবাদ :हिन्दी
जो सुख देने वाला हो।
অর্থ : ସଫଳତା ପାଇବା କାରଣରୁ ଯାହାଙ୍କ ମୁହଁର କାନ୍ତି ରକ୍ତାଭ ହୋଇଯାଇଥାଏ
উদাহরণ : ତାଙ୍କର ମନୋହର ଚେହେରା କେବେବି ଭୁଲି ପାରିବି ନାହିଁ
সমার্থক : ଆନନ୍ଦ, ତୃପ୍ତ, ପ୍ରସନ୍ନ, ମନୋହର, ହର୍ଷ
सफलता पाने के कारण जिसकी मुँह की लाली रह गई हो।
ইনস্টল