অর্থ : କୌଣସି ପ୍ରଦେଶରେ ରହୁଥିବା ସମସ୍ତ ଲୋକ
উদাহরণ :
ସମଗ୍ର ରାଜ୍ୟ ଦରଦାମ ବୃଦ୍ଧିର ପ୍ରଭାବରେ ଆକ୍ରାନ୍ତ
অন্যান্য ভাষায় অনুবাদ :
অর্থ : ଲମ୍ବା ତଥା ଚଉଡ଼ାର ଶେଷ ଭାଗ
উদাহরণ :
ଆପଣଙ୍କ ଶାଢ଼ୀର କାନିରେ କଣ୍ଟା ପଶିଯାଇଛି
অন্যান্য ভাষায় অনুবাদ :
অর্থ : ଜଣେ ଗୋତ୍ରକାର ଋଷି
উদাহরণ :
ପ୍ରାନ୍ତଙ୍କ ବର୍ଣ୍ଣନା ପୁରାଣରେ ମିଳେ
সমার্থক : ପ୍ରାନ୍ତ ଋଷି
অন্যান্য ভাষায় অনুবাদ :
A mentor in spiritual and philosophical topics who is renowned for profound wisdom.
sage